English transcript is available below

ଆମେ କେତେ ଶିକ୍ଷିତ?

କହିଲେ ଦେଖି ଜୀବନରେ ପ୍ରଥମ ଥର କେବେ credit card ବ୍ୟବହାର କଲେ? ବା କେବେ ନିଜେ ପ୍ରଥମ stock କିଣିଥିଲେ? ମୁଁ ୨୮ବର୍ଷ ବୟସରେ first time credit card use କଲି. first share ୩୨ବର୍ଷ ବୟସରେ କିଣିଲି. ଦୁଇଟିଯାକ case ରେ ମୁଁ ଥିଲି late. ମୋ ଭଳି ଆହୁରି ବହୁତ ବନ୍ଧୁବାନ୍ଧବୀ ନିଶ୍ଚିତ ଥିବେ ଯେଉଁମାନେ ବି late ହୋଇସାରିଛନ୍ତି. ଚାଲନ୍ତୁ ଥରେ ବିଶ୍ଳେଷଣ କରିବା ଏହାର କାରଣ କଣ.

ଶିକ୍ଷା ବ୍ୟବସ୍ଥା

ଆମେ at least ନିଜକୁ educated ତ ନିଶ୍ଚିତ କହିପାରିବା. ଆମ ଭିତରେ କିଛି genius ବି ଥିବେ ଯେଉଁମାନେ ସ୍କୁଲ୍ କଲେଜରେ ପଢିବାବେଳେ mathematics ବା accountingରେ ଓସ୍ତାଦ୍. ଅର୍ଥଶାସ୍ତ୍ର ବିଷୟରେ detailsରେ ପଢି ଭଲ ନମ୍ବର ବି ପାଇଥିବେ. ହେଲେ practical lifeରେ ସେହି ଞାନର ଉପୟୋଗ କାହିଁକି କଲେନାହିଁ? କାରଣ ବୋଧହୁଏ ଆମକୁ କେହି ଶିଖାଇ ନଥିଲେ କେମିତି ଏହି ଞାନ ନିଜ ଜୀବନରେ ଉପଯୋଗ କରିହେବ. ଆମେ କେବଳ ପରୀକ୍ଷାରେ ଭଲ ମାର୍କ ପାଇବା ଊଦ୍ଦେଶ୍ୟରେ ପଢି ତାପରେ ଭୁଲିଗଲେ. ଏସବୁ ଜ୍ଞାନ ଯେ ପରବର୍ତ୍ତୀ ସମୟରେ ନିଜର ଦୈନନ୍ଦିନ ଜୀବନରେ ମଧ୍ୟ ଵ୍ୟଵହାର କରାଯାଇପାରେ, ଏକଥା ବହୁତ ଵିଳମ୍ବରେ ଜାଣିବାକୁ ମିଳେ.

ଲାଳନପାଳନ

ଆମମାନଙ୍କର ଏହି ଦୂଃରବସ୍ଥା ପାଇଁ ଆମର education system ଛଡା ଆମର social upbringing ବି କିଛି ପରିମାଣରେ ଦାୟୀ. କହିଲେ ଅତ୍ୟୁକ୍ତି ହେବନାହିଁ ଯେ କୌଣସି ମଧ୍ୟବିତ୍ତ ପରିବାରର ଛୁଆ ଜମାକୁଣ୍ତି (Piggy bank) ବିଷୟରେ ଶୁଣିଥିବେ ଆଉ use ବି କରିଥିବେ. ସେଇଟା ଗୋଟିଏ saving ଵା investment process ର ଉଦାହରଣ ନୁହେଁ କି? ହେଲେ ସମୟ ସହିତ ଜମାକୁଣ୍ତିଟି କେବେ ହଜିଯାଏ ଜାଣିହୁଏନା. ବୟସ ବଢିବା ସହ ମାନସିକ ପରିପକ୍ୱତା ଆସିଥାଏ. ତେଣୁ ଯଦି ଛୁଆଟିଏ ଜମାକୁଣ୍ତି ମାଧ୍ୟମରେ ନିୟମିତ ସନ୍ଚୟ କରିବାର ଅଭ୍ୟାସଟିକୁ ବଜାୟ ରଖିଥାଏ, ତାହେଲେ ତାକୁ ପ୍ରେରଣା ଦିଆଯାଇପାରନ୍ତା. ଠିକ୍ ବୟସରେ ତାକୁ banking system ତଥା ସେଥିରେ କିପରି saving habit continue କରିହୁଏ ସେକଥା ଶିଖାଯାଇ ପାରନ୍ତା. ଜୀବନରେ ବହୁତ ବିଳମ୍ବରେ ବହୁତ ଲୋକ ଅନୁଭବ କରନ୍ତି ଯେ ଯାହାକୁ ସେମାନେ ଯାହାକୁ asset ବୋଲି ଭାବି ସେଥିରେ invest କରୁଥିଲେ, ସେଇଟା ପ୍ରକୃତରେ liability. ଏହାର କାରଣ ହେଲା awarenessର ଅଭାବ. ଉଦାହରଣସ୍ୱରୁପ ଗୁଜରାତରେ କିଛିଦିନ ଚାକିରୀ କରିବା ପରେ ମୁଁ ଯେତେଵେଳେ ଗାଡିଟିଏ କିଣିବାପାଇଁ ମନ ଵଳାଉଥାଏ, ସେତେବେଳେ ମୋର ଜନୈକ ଗୁଜରାତି roommate ଘରଟିଏ କିଣିବାକୁ ସ୍ଥିର କରୁଥାଏ. ଆମ ଦୁଇଜଣଙ୍କର financial status ପ୍ରାୟ ସମାନ ଥିଲା. ତେଣୁ ବନ୍ଧୁଜଣକ ଘର କିଣିବାକୁ ମନ ବଳାଇଥିବା ଦେଖି ମନରେ କୌତୁହଳ ଆଉ ପରିହାସର ଏକ ମିଶ୍ରିତ ଭାବନା ସୃଷ୍ଟି ହେଲା. ଦିନେ ଆଉ ଏହି ଭାବନାକୁ ଚାପି ରଖିନପାରି ମୁଁ ସେହି ବନ୍ଧୁଙ୍କୁ ପଚାରିବାକୁ ବାଧ୍ୟ ହେଲି. ଏକ ମୃଦୁହାସ୍ୟର ସହ ସେ ମୋତେ କହିଲା “ଘର ଏକ asset . ଏଥିରେ invest କଲେ କିଛି ନହେଲେ ମୁଳଧନ ତ ଫେରି ପାଇବ. ଗାଡି ତ showroom ରୁ ବାହାରକୁ ବାହାରିଗଲା ମାତ୍ରେ depreciation ଚାଲୁ ହୋଇଯାଏ.” ଯଦିଓ ଆମେ ଦୁହେଁ ପ୍ରାୟ ସମ୍ୟମାନର ଶିକ୍ଷା ପାଇଥିଲୁ, କିନ୍ତୁ ମୋର ଏଇ roommateଟି practical knowledge ରେ ମୋଠାରୁ ବେଶ ଆଗୁଆ ଥିଲା. ଆଜିକା ଦିନରେ ମୋର ଏହି ବନ୍ଧୁଜଣଙ୍କ ଦୁଇ ଦୁଇଟି ଘରର ମାଲିକ.

ଚିନ୍ତାଧାରାରେ ପରିବର୍ତ୍ତନ

ଶିକ୍ଷାକ୍ରମରେ ପରିବର୍ତ୍ତନ ଏକ ସମଯ଼ ସାପେକ୍ଷ କାର୍ଯ଼୍ୟ. ତେଣୁ ଯଦି ଆମେ ସମସ୍ତେ ଛୋଟ ଛୋଟ step ନିଅନ୍ତି, ତାହେଲେ comprehensive ଶିକ୍ଷାର ପ୍ରସାର କରାଯ଼ଆଇପାରନ୍ତା. ବାଲ୍ୟାବସ୍ଥାରୁ ଯଦି ଉପଯୁକ୍ତ ଶିକ୍ଷା ମିଳନ୍ତା ତାହେଲେ ଜୀବନରେ ପ୍ରତ୍ୟେକ ଵ୍ୟକ୍ତି ଠିକ ସମୟରେ ଠିକ ନିଷ୍ପତ୍ତି ନେବାରେ ସଫଳ ହୋଇ ପାରନ୍ତା. ଅର୍ଥଶିକ୍ଷା ଏକ ମୌଳିକ ଏବ ଗୁରୁତ୍ଵପୁର୍ଣ୍ଣ ଶିକ୍ଷା ଯାହା ପରବର୍ତ୍ତୀ ସମଯ଼ରେ ବହୁତ ଉପଯୋଗୀ ହୋଇପାରେ. ଛୁଆବେଳୁ ଆମମାନଙ୍କ ଭିତରେ ଅନେକ ବନ୍ଧୁ ବାନ୍ଧବୀ ଥିବେ, ଯେଉଁ ମାନେ ଶୁଣି ଆସୁଥିବେ ଯେ stock market ମାନେ ଯୁଆ ଖେଳ. ଏହା ସାଧାରଣ ଜନତାଙ୍କ ପାଇଁ ନୁହେଁ. ଯେତେଵେଳେକି ଗତ ବହୁ ଦଶନ୍ଧୀ ଧରି ଆମ ଦେଶର କିଛି ପ୍ରାନ୍ତର ଲୋକେ ଏହାକୁ ଏକ ଵ୍ୟବସାୟ ରୁପେ ଆପଣାଇ ନେଇ ଲାଭବାନ ହୋଇଛନ୍ତି.  ଆଜି ସୂଚନା ଓ ବୈଷୟିକ ଵିଜ୍ଞାନ କ୍ଷେତ୍ରରେ ଆମେ ବହୁତ ଆଗୁଆ, ତେଣୁ ଜ୍ଞାନର ପ୍ରସାର ବହୁତ ସହଜ ହୋଇ ପାରିଛି. ତେଣୁ ଆମମାନଙ୍କର ଏକ ଛୋଟ ପଦକ୍ଷେପ ଆଗାମୀ ପିଢି ମଧ୍ୟରେ ଏହି ମୌଳିକ ଜ୍ଞାନର ପ୍ରସାରଣରେ ଏକ ବହୁତ ମୁଲ୍ୟବାନ ପ୍ରୟାସ ହୋଇପାରିଵ.
=============================================================
English transcript

How literate are we, financially?

Can you tell when was the first time you ever used a credit card or bought your first stock? I used a credit card for the first time when I was 28 and bought my first stock from the equity market when I was 32. In both cases I was late, very late. And I am sure there many like me who are already late in making important financial decisions in life. Let’s try to analyse the reason behind this problem.

Education system

We can surely consider ourselves to be educated. There would be people among us who were considered genius in college in subjects like mathematics or accounting. Many would have secured good numbers in these subjects. But there will be only few who would have carried these knowledge forward to utilise in their practical lives. What could be the reason? May be nobody taught us to do so. We only mastered these subjects just for the sake of getting good marks in the exams. Later we forgot all about them and undermined the fact that they can be really useful in our day-to-day lives in coming days. Many of realise this fact quite late in our lives.

Social upbringing

Apart from our education system, probably one more factor responsible for the issue could be our social upbringing. Any middle class household would have taught its younger ones to keep of the habit of saving. Many must be familiar about the “Piggy bank”. Isn’t that a micro system of saving or investment? But with time, we forget the piggy banks somewhere. With growing age, there comes the intellectual maturity. So if a kid keeps up the habit of saving in the piggy bank, isn’t it appropriate to encourage him to continue with the habit? Whenever he is mature enough to understand, the banking process or profit/loss system can be explained to him/her. That would help the kids continue with the idea of investment, savings or profits.

Asset or liability?

Many people in their lives realise that what they had considered to be an asset, actually is really not an asset. This is due to lack of financial awareness. Let me explain it through a simple example. After being on job for some time, I decided to buy my first bike while my Gujarati roommate was planning to buy a house. The financial statuses of both of us were almost at the same level. So when my friend started planning to buy a house, there was a mixed feeling of enthusiasm and criticism in my mind. Unable to supress it for long, I asked my friend one day about he’s plans to arrange the finance for the new house. He with a smile on his face replied “House is an asset. If not profit, at least you get the principal when you sell. But in case of a vehicle, depreciation starts the moment it’s out of the showroom.” Although in educational qualification we were at the same level, this roommate of mine was far ahead of me in terms of practical financial knowledge. Today he owns at least 3 houses in the town!

Change in mindset

Changing the education syllabus is a time-taking procedure. So every small step we take would help in propagating the comprehensive education which is practical oriented. With proper education from childhood, every person will be able to take right financial decisions at right time in his life. Financial education is a basic and important learning which in coming times can be very useful. In today’s age of information and technology, it will be easy to propagate the knowledge through various mediums. Access to information is so easy these days. A small step here would be a valuable contribution for the future generation.
Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out / Change )

Twitter picture

You are commenting using your Twitter account. Log Out / Change )

Facebook photo

You are commenting using your Facebook account. Log Out / Change )

Google+ photo

You are commenting using your Google+ account. Log Out / Change )

Connecting to %s